ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଅଣ-କର୍ପୋରେଟ, ଅଣ- କୃଷି ଲଘୁ/ସୂକ୍ଷ୍ମ ଉଦ୍ୟୋଗ ଗୁଡ଼ିକ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତର ୠଣ ସୁବିଧା ପ୍ରଦାନ କରିଥାଆନ୍ତି | ଆସନ୍ତୁ ଦେଖିବା, ସାରା ଭାରତର କିଛି ସଫଳ ବ୍ୟକ୍ତିମାନଙ୍କର ସତ କାହାଣୀ, ଆପଣଙ୍କ ନିଜ ଭାଷାରେ..
ଭିଡିଓ ଦେଖିବା ପାଇଁ ନିମ୍ନରେ ଦିଆ ଯାଇଥିବା ଫିଲ୍ଟର ଗୁଡ଼ିକର ଉପଯୋଗ କରନ୍ତୁ :
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ବାବଦରେ ଅଧିକ ଜାଣିବା ପାଇଁ ଦୟାକରି ଆମର ୱେବସାଇଟ www.mudra.org.in କୁ ଯାଆନ୍ତୁ